#ଟୋକିଓରେ_ସ୍ବର୍ଣ୍ଣିମ_ଇତିହାସ_ରଚିଲେ_ଓଡିଆ_ପୁଅ_ପ୍ରମୋଦ_ଭଗତ
#ବ୍ୟାଡମିଣ୍ଟନ_ପୁରୁଷ_ସିଙ୍ଗଲ୍ସରେ_ଜିତିଲେ_ସ୍ବର୍ଣ୍ଣ_ପଦକ
ସିଧା ସେଟରେ ନିଜ ପ୍ରତିଦ୍ବଦ୍ବୀଙ୍କୁ ହରାଇ ରଚିଲେ ନୂଆ କୀର୍ତ୍ତିମାନ । ସାରା ଦେଶରୁ ଓଡିଆ ପୁଅ ପ୍ରମୋଦ ଭଗତଙ୍କ ପାଇଁ ଶୁଭେଚ୍ଛା ସୁଅ । ଚାରିଆଡେ ଉତ୍ସାବର ମାହୋଲ ।
#tokyo #olympic #Paralympics #gold #madel #winners #Odisha #ArgusNews