ଇତିହାସ ରଚିଲେ ପୁଣି ଜଣେ ଭାରତବଂଶଜ ମହିଳା ହରପ୍ରିତ ଚାନ୍ଦି । ବିଶ୍ବର ପ୍ରଥମ ମହିଳା ଭାବରେ ଟ୍ରେକିଂ କରି ଏକୁଟିଆ ପହଁଚିଲେ ଦକ୍ଷିଣ ମେରୁରେ । ବ୍ରିଟିଶ ଆର୍ମିରେ କାର୍ଯ୍ୟରତ ହରପ୍ରିତଙ୍କୁ ଏବେ ଛୁଟିଛି ଶୁଭେଛାର ସୁଅ । ବ୍ରିଟିଶ ଆର୍ମି ଭାରତ ବଂଶଜ ଏହି ୩୨ ବର୍ଷୀୟା ମହିଳାକୁ ନେଇ କରୁଛି ଗର୍ବ
#makehistory #Indian #HarpreetChandi #sikhwomen #solotrip #Southpole #ArgusNews