ଜଣେ ଖାଦ୍ୟପ୍ରେମି ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ତାପସ ସାହୁଙ୍କ ଅଭିନବ ପ୍ରୟାସ, ଇନଫୋସିଟି ଅଞ୍ଚଳରେ ଖୋଲିଲା 'ସ୍କ୍ରମ୍ପସିୟସ ବିରିୟାନୀ' ଆଉଟଲେଟ ।ଏଇଠି ପାଇବେ ଭାରତର ପ୍ରଥମ ନୀଳ କଙ୍କଡା ବିରିୟାନୀ । ଏହା ଦେଖିବାକୁ ଯେତେ ସୁନ୍ଦର ଖାଇବାକୁ ମଧ୍ୟ ସେତିକି ଟେଷ୍ଟି ବୋଲି କହିଛନ୍ତି ପ୍ରତିଷ୍ଠାତା ତାପସ ସାହୁ
#ArgusNews #Odisha #Bhubaneswar #infocitysqure #Scrumptiousbiriyani