ଇସ୍ରାଏଲର ବାୟୋଫ୍ଲୋକ ମାଛ ଚାଷ ପ୍ରଣାଳୀକୁ ଗାଁ ଗଣ୍ଡାରେ ପହଞ୍ଚାଇଛି ସୋସିଆଲ ମିଡ଼ିଆ । ଲକଡାଉନ ସମୟରେ ୟୁଟ୍ୟୁବରୁ ଏଭଳି କୌଶଳକୁ ଶିଖି ଏଭଳି ପ୍ରଣାଳୀକୁ ଆପଣେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ସୋମନା ଶାସନ ଗାଁର ଯୁବ ଇଂଜିନିୟର ବିପ୍ଳବ ଦାଶ । ବିପ୍ଳବ ଜୀବିକା ହରାଇ ଘରେ ବସିଥିବା ବେଳେ ନିଜ ଘର ବାଡ଼ିରେ କୁଣ୍ଡରେ ମାଛ ଓ ଚିଙ୍ଗୁଡ଼ି ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କାର ରୋଜଗାର କରୁଥିବା ଜଣାଯାଇଛି ।
#ArgusNews #Odisha #Balipatna #Bioflocfarming #Fishfarming #Newtechnology #GoodNews