କିରିମପାଲି ନଦୀରେ ବାଜି ଲାଗୁଛି ଜୀବନ । ଚାରୋଟି ଗାଁକୁ ଯିବାକୁ ହେଲେ ନଦୀ ପାର ହେବାକୁ ପଡେ। ପୋଲ ନଥିବାରୁ ବିପଦ ସଙ୍କୁଳ ଅବସ୍ଥାରେ ପିଲାଛୁଆଙ୍କୁ ଧରି ପ୍ରତିଦିନ ଯାଆସ କରନ୍ତି ଶତାଧିକ ଲୋକେ । ଏଥର ଲୋକେ ହାତ ଯୋଡ଼ି ସରକାରଙ୍କୁ ଜୀବନ ଭିକ୍ଷା କରିଛନ୍ତି ।
#ArgusNews #Odisha #Malkangiri #life #River #bridge #reckful