#ମାସେ_ପରେ_ବି_ବସ୍ତିବାସିନ୍ଦାଙ୍କୁ_କରାଯାଉନି_ଥଇଥାନ
#ପ୍ରତିଶ୍ରୁତି_ପୂରଣ_ନହେଲେ_ଜାଗା_ଛାଡିବେନି_ବୋଲି_ଜିଦ
ବସ୍ତି ଉଛେଦ ପାଇଁ ଜିଲ୍ଲା ପ୍ରଶାସନ ଆଜି ସକାଳୁ ପହଞ୍ଚିବାପରେ ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ବିରୋଧ । ବସ୍ତି ଭାଙ୍ଗିବା ପୂର୍ବରୁ ବସ୍ତି ବାସିନ୍ଦାଙ୍କୁ ଲକ୍ଷ୍ମଣପୁରରେ ଥଇଥାନ କରାଯିବ ସହ କ୍ଷତିପୂରଣ ବାବଦକୁ 50 ହଜାର ଟଙ୍କା ଦିଆଯିବ ବୋଲି ବିଏମସି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା ।
#Cuttack #district #compensation #protest #Laxmanpur #BMC #Odisha #ArgusNews