#ଉଠା_ଜଳସେଚନ_ପ୍ରକଳ୍ପ_କାମ_ଦେଉନାହିଁ !
ଅଣ ଜଳସେଚିତ ଜମିର ହେଉନି ଜଳ ଯୋଗାଣ। ବର୍ଷା ଅଭାବରୁ ବିଳମ୍ବ ହେଉଛି ଚାଷ କାମ। ପାଣି ଅଭାବରୁ ଖରିଫ ଚାଷ ପାଇଁ ଏବେ ଚିନ୍ତାରେ ଚାଷୀ। ହେକ୍ଟର ହେକ୍ଟର ଜମିରେ ଚାଷ କାମ ବାଧା ସୃଷ୍ଟି ହୋଇଛି । ଭଦ୍ରକ ଜିଲ୍ଲା ଧାମନଗରରୁ ଦେଖିବା ଏହି ରିପୋର୍ଟ
#ArgusNews #Odisha #ArgusNewsTV #Irrigation #FarmerProblem #Bhadrak #Dhamnagar