ଉଡାନ ଯୋଜନାରେ ଝାରସୁଗୁଡା ହେଲା ଷ୍ଟାର ପରଫର୍ମର। ଗୋଟିଏ ପରେ ଗୋଟିଏ ସଫଳତାର ଶିଢି ଚଢି ଚାଲିଛି ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର । 2018 ମସିହାରେ ଉଡାନ ଯୋଜନାରେ ସାମିଲ ପରେ 2019 ମାର୍ଚ୍ଚ ମାସରୁ ଏଠାରୁ ବିମାନ ଉଡାଣ ଆରମ୍ଭ ହୋଇଥିଲା
#Jharsuguda #Airport #UdanYojna #Starperformer #ArgusNews #Odisha