#ଉଡିଲା_ମାକୁ_ସମ୍ମାନର_ଧଜିଆ
#କାହିଁକି_ପୋଲିସର_ଏପରି_ବ୍ୟବହାର
ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବାରୁ ପୋଲିସ ଚିରିଲା ମହିଳାଙ୍କ ଶାଢୀ ଓ ଡ୍ରେସ । ମହିଳା ନେତ୍ରୀଙ୍କୁ ପୋଲିସ ଲଗାଇ କରାଗଲା କ୍ଷତାକ୍ତ । ନବୀନ ନିବାସ ଘେରାଉ ସମୟରେ ବିଜେପିର ନେତ୍ରୀମାନଙ୍କୁ କେମିତି ବ୍ୟବହାର କରୁଛି କମିଶନରେଟ୍ ପୋଲିସ ।
#mamitamurdercase #justiceformamita #BJP #Protest #CommissioneratePolice #Attack #LekhshreeSamantasingh #CmoOdisha #Odisha #ArgusNews