ମୁଁ ଗୋପବନ୍ଧୁଙ୍କ ନାତୁଣୀ ବୋହୁ । ହେଲେ ସରକାରୀ ପ୍ରୋଟକଲ ମତେ ଅପମାନିତ କଲା । ମୋ ଗାଁ ମାଟି, ମୋ ଭିଟାମାଟିକୁ ଛାଡିବାକୁ ମତେ ଅନୁମତି ମିଳିଲାନି । ଦୁଃଖ ଲାଗୁଛି । କିନ୍ତୁ ଏ ନେଇ ଏ ବୟସରେ କ୍ଷୋଭ ପ୍ରକାଶ କରିବାକୁ ଇଚ୍ଛା ନାହିଁ…।
#Bhubaneswar #utkalmanigopabandhudas #Family #Odisha #ArgusNews