ଆଜି ଓଡ଼ିଶା ପାଳୁଛି ୮୭ ତମ ଜନ୍ମଦିନ । ଭାଷା ଭିତ୍ତିରେ ରାଜ୍ୟ ଗଠନରେ ଓଡ଼ିଶା ଦେଶରେ ପ୍ରଥମ । ୮ ଦଶନ୍ଧିର ସ୍ଵତନ୍ତ୍ର ରାଜ୍ୟରେ ରହିଛି ଅନେକ ସମସ୍ୟା । ଉପକୂଳ ଠାରୁ ଉପାନ୍ତ ଯାଏ ଓଡ଼ିଆ ଲଢ଼ୁଛି ଅସ୍ମିତାର ଲଢ଼େଇ । ଭାସିଯାଉଛି ଭାଷା, ସୀମାନ୍ତରେ ଓଡ଼ିଆ ସଂସ୍କୃତି ବିପଦରେ ।
#UtkalDivas #UtkalDivas2022 #OdishaDay #UtkalaDibasa #StateOfOdisha #Odisha #ArgusNews