ଉତ୍କଳ ବାରିଷ୍ଟର ବିଶ୍ବନାଥ ମିଶ୍ର । ଓଡିଶାର ପ୍ରଥମ ବାରିଷ୍ଟର । ସ୍ବାଭିମାନର ପ୍ରତୀକ ତଥା ଓଡିଆ ଅସ୍ମିତାର ଉଦାହରଣ ଥିଲେ । ଓଡିଶାର ଗୌରବ ଗାଥାର ପ୍ରଚାରକ ଥିଲେ ବାରିଷ୍ଟର ମିଶ୍ର । ସେ ଥିଲେ ଏକାଧାରାରେ ସମାଜ ସଂସ୍କାରକ, ବିଚକ୍ଷଣ ଆଇନଜ୍ଞ, ମହାନ ବିଦ୍ବାନ ଓ ଦୃଢ ଏବଂ କର୍ମଠ ବ୍ୟବସ୍ଥାପକ ।
#biswanathamishra #firstbarristerofodisha #Odisha #ArgusNews