ଉତ୍ତରାଖଣ୍ଡରୁ ୟୂପି , ୟୂପି ରୁ ପଞ୍ଜାବ, ଆଉ ପଞ୍ଜାବରୁ ଗୋଆ । ନିର୍ବାଚନୀ କଟକଣା ଉଠିବା ପରେ ଏବେ ସିଧାସଳଖ ନିର୍ବାଚନୀ ରାଲିରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
#rally #electionrally #election2022 #goa #goaelectionrally #Uttarakhand #UttarPradesh #Odisha #ArgusNews