କଟକ ଟାଙ୍ଗୀ ସ୍ଥିତ ଡ୍ରିମସ ପରିସରରେ ସ୍ଥାପିତ ୪୦୦ ଶଯ୍ୟା ବିଶିଷ୍ଟ ‘ପଦ୍ମିନୀ କେୟାର ହସ୍ପିଟାଲ' ଉଦ୍ଘାଟିତ ହୋଇଛି ଡ୍ରିମ୍ସ ପ୍ରତିଷ୍ଠାତା ପ୍ରମୋଦ ରଥଙ୍କ ପତ୍ନୀ ପଦ୍ମିନୀ ରଥଙ୍କ ୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ଅବସରରେ vartual ମାଧ୍ୟମରେ ଏହାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି
#ArgusNews #Odisha #cuttack #padminicarehospital #inaguration