କୋଭିଡ କଟକଣା ମଧ୍ୟରେ ଉଦଘାଟିତ ହୋଇଯାଇଛି ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ । ପ୍ରଥମ ଦିନରେ କଳାକାରମାନେ ସେମାନଙ୍କ ନିଖୁଣ କଳା ପ୍ରଦର୍ଶନ କରିବା ସହ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲେ । ବିଶେଷକରି ବାଲୁକା ଶିଳ୍ପୀମାନେ ବାଲିରେ ବିଶ୍ଵ ଐତିହ୍ୟକୁ ଜୀବନ୍ତ ଭାବରେ ପରିବେଷଣ କରିଛନ୍ତି
#Puri #Konark #Sandartcompetetion #inauguration #ArgusNews