କରୋନା ମହାମାରୀକୁ ନଜରରେ ରଖି ରାଜ୍ୟ ସରକାର ଦ୍ୱିତୀୟ ବର୍ଷ ମଧ୍ୟ ଅର୍ଥାତ୍ ଚଳିତ ବର୍ଷ ମଧ୍ୟ ପୁରୀ ବ୍ୟତୀତ ଅନ୍ୟସ୍ଥାନରେ ରଥଯାତ୍ରାକୁ ବନ୍ଦ କରିଛନ୍ତି । ତେବେ ଉଦଳାରେ ରଥଯାତ୍ରା ବନ୍ଦ ହେବା ପରେ ଆଜି କିଭଳି ଚାଲିଛି ଠାକୁରଙ୍କ ନୀତିକାନ୍ତି ସେ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ଉଦଳା ପ୍ରତିନିଧି
#ArgusNews #Odisha #ArgusNewsTV #RathYatra2021 #mayurbhanja #Udala #lockdown