ମଣ୍ଡପରେ ମହାଷ୍ଟମୀ ପାଳନ ଚାଲିଥିବା ବେଳେ ଉଦଳାରେ ମଧ୍ୟ ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମାଙ୍କର ମହାଷ୍ଟମୀ ପୂଜା । ବିଧି ମୁତାବକ ମା ଙ୍କର ପୂଜାର୍ଚ୍ଚନା ଚାଲିଥିବା ବେଳେ କୋଭିଡ୍ କଟକଣାକୁ ପାଳନ କରୁଛନ୍ତି ପୂଜା କମିଟି
#Mayurbhanja #Udala #Mahastami #DurgaPuja #Covid19 #CoronaGuideline #Odisha #ArgusNews