ଉଦ୍ଧାର ହେଲା ବିରଳ ସାମୁଦ୍ରିକ କଇଁଛଙ୍କ ଅଣ୍ଡା । କୃଷ୍ଣପ୍ରସାଦ ବ୍ଲକ ନୂଆପଡା ବନବିଭାଗ ଦ୍ବାରା ଉଧାର ହେଲା ୧୧୦ଟି ଅଲିଭରିଡିଲେ ଅଣ୍ଡା । ଉଦ୍ଧାର ହୋଇଥିବା ଅଣ୍ଡାକୁ ସିଆଣ୍ଡି ହ୍ୟାଚେରୀରେ ରଖିଲା ବନବିଭାଗ ।
#Puri #Brahmagiri #turtleeggs #rescued #ForestDepartment #ArgusNews