#ଉଦ୍ଧାର_ହେଲା_ଭାସିଯାଉଥିବା_କାର
ବଦ୍ରିନାଥ ନ୍ୟାସନାଲ ହାଇୱେରୁ ଉଦ୍ଧାର ହେଲା କାର। ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା କାରଣରୁ ଏକ କାର ପାଣି ମଧ୍ୟରେ ଫସିରହିଥିଲା । ତେବେ ଏହାକୁ କ୍ରେନ୍ ଜରିଆରେ ପାଣିରୁ ବାହାର କରାଯାଇଥିଲା ।
#badrinath #Odisha #ArgusNews #uttarakhand #heavyrainfall #carstuck #RescueOperation