ବର୍ଷା ହେଲେ ଚାଷ ଜମିରେ ରୁଆ କାର୍ଯ୍ୟ ଆରମ୍ଭ କରିବାକୁ ଚାଷୀ ଅନେଇ ବସିଥିବା ବେଳେ ଦିନ ପରେ ଦିନ ଗଡି ଚାଲିଛି ହେଲେ ବର୍ଷାର ଦେଖା ନାହିଁ । ଯାହାରି ଫଳରେ ଚାଷଜମି ଗୁଡିକ ଫାଟି ଆଁ ହୋଇଗଲାଣି ତେଣୁ ବାଧ୍ୟ ହୋଇ ଆଜି ଛତ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତର ଚାଷୀ ଉପଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ
#ArgusNews #Odisha #Brahmapur #chatrapur #farmer