ଗରିବ ହିତାଧିକାରୀଙ୍କ ପାଇଁ ରାସନ ସାମଗ୍ରୀ ଯୋଗାଉଥିବା ନୂତନ ରିଟେଲର ଚୟନରେ ଅନିୟମିତତା ଅଭିଯୋଗରେ ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତର ଖାଉଟି ସୁରକ୍ଷା ମଞ୍ଚ ପକ୍ଷରୁ ଉପଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ଗଣ ଧାରଣା ଦିଆଯାଇଛି।
#ArgusNews #Odisha #ArgusNewsTv #Balasore #Nilagiri #strike