ପ୍ରଶାସନ ଓ ମାଫିଆଙ୍କ ସଲାସୁତୁରା ମଧ୍ୟରେ ଅତି ଚତୁରତାର ସହ ଲୁଟ୍ ହେଉଛି ରାଜକୋଷ.....ଆଗରେ ଲାଗିଛି ନରେଗା କାମର ବୋର୍ଡ......ହେଲେ ଭିତରେ କିନ୍ତୁ ଲୁଟ ହେଉଛି ଲକ୍ଷଲକ୍ଷ ଟଙ୍କାର ମାଙ୍କଡା ପଥର
#ArgusNews #Odisha #NewsChannel #ArguNewsTV #Khordha #mankeda_pathara #Loot #curruption