ଉପହାସରେ ପରିଣତ ହୋଇଛି ମୋ ସାଇକେଲ ଯୋଜନା
2018 ମସିହାରେ ସ୍ମାର୍ଟସିଟି ଭୁବନେଶ୍ବରରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ମୋ ସାଇକେଲ ଯୋଜନା । 5କୋଟି ଟଙ୍କା ଖର୍ଚ୍ଚ କରାଯାଇ କିଣାଯାଇଥିଲା 2 ହଜାର ସାଇକେଲ । କିନ୍ତୁ ଏହି ଯୋଜନା ଏବେ ଉପହାସରେ ପରିଣତ ହୋଇଛି
#ArgusNews #Odisha #Bhubaneswar #MocycleYojanafailed #GovtYojanafailed #MoCycle