ଅନେକ ଦିନ ଧରି କୋଟିଆ ଅଞ୍ଚଳରେ ସୀମା ବିବାଦ ଓ ଆନ୍ଧ୍ରର ଅନୁପ୍ରବେଶକୁ ନେଇ ବାଦବିବାଦ ଜାରି ରହିଛି । ତାସହିତ ଆନ୍ଧ୍ର ଦଳୀୟ ନେତା ଓ ପ୍ରଶାସନ କୋଟିଆ ଅଞ୍ଚଳରେ ପ୍ରାୟ 21 ଖଣ୍ଡ ଗ୍ରାମରେ ତେଲଗୁ ଫଳକ ଲଗାଇବାକୁ ମଧ୍ୟ ଯୋଜନା କରିଥିଲା ଯାହାକୁ ନେଇ ଆଜି କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଏହି ସବୁ ଗ୍ରାମ ଗୁଡିକରେ ଜାତୀୟ ପତାକା ଉତ୍ତୋଳନ ସହିତ 75 ତମ ସ୍ବାଧୀନତା ପାଳନ କରାଯାଇଛି
#ArgusNews #Odisha #Kotia #Koraput #Independenceday