#ଉପାନ୍ତକୁ_ନାହିଁ_ସରକାରଙ୍କ_ନଜର
ଗଜପତି ରାୟଗଡ ବ୍ଲକ ଡୁମ୍ବା ସାହିର ରାସ୍ତା ନଥିବା ବେଳେ ସାହା ଭରଷା ପାଲଟିଛି କାଠ ପୋଲ । ଚିକିତ୍ସା ପାଇଁ ଖଟିଆରେ ବୁହା ହେଉଛନ୍ତି ରୋଗୀ । କେବଳ ନିର୍ବାଚନ ଆସିଲେ ହିଁ ଗାଁରେ ନେତା ମନ୍ତ୍ରୀଙ୍କ ପାଦ ପଡ଼େ । ଅନ୍ୟ ସମୟରେ ଏମାନଙ୍କ କଥା କିଏ ପଚାରେ ?
#development #Woodenpole #Gajapati #hospital #election #govtyojona #Odisha #ArgusNews