2କିଲୋମିଟର ଭାରରେ ବୁହା ହେଲେ ଅସୁସ୍ଥ ବୃଦ୍ଧା । କୋରାପୁଟ ନନ୍ଦପୁର ବ୍ଲକରୁ ଆସିଲା ଏଭଳି ସଙ୍ଗୀନ ଦୃଶ୍ୟ। ଗାଁକୁ ରାସ୍ତା ନଥିବାରୁ ହସ୍ପିଟାଲ ଯିବାକୁ କାଦୁଅ ରାସ୍ତାରେ ଯିବାକୁ ପଡିଛି। ବାରମ୍ବାର ଅଭିଯୋଗ ସତ୍ତ୍ବେ ପ୍ରଶାସନ ଦୃଷ୍ଟି ଦେଉନାହିଁ।
#ArgusNews #Odisha #Koraput #Nandapur #RoadProblem