#ବାଟ_ହୁଡିଛି_ଯୋଜନା
ବଜାରଘାଟ ଠାରୁ ଆରମ୍ଭ କରି ସ୍କୁଲ ଯିବା ପାଇଁ ଏହା ହେଉଛି ରାସ୍ତା । ଉପାନ୍ତ ଅଞ୍ଚଳର ବିକାଶ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ରାସ୍ତାଘାଟ ନିର୍ମାଣ ହେବ, ସବୁ ଗାଁକୁ ରାସ୍ତା ହେବ, ଏହା ହେଉଛି ଉଦ୍ଦେଶ୍ୟ । କିନ୍ତୁ ଦୁର୍ଭାଗ୍ୟର ବିଷୟ ବିକାଶର ପୋଥି ଭିତରେ ହଜିଯାଉଛି ଗାଁର ଭାଗ୍ୟ ।
#Mayurbhanj #Roadissue #development #CMOOdisha #Odisha #ArgusNews