#ଡାକ୍ତରଖାନା_ଅଛି_ମାତ୍ର_ନାହାନ୍ତି_ଡାକ୍ତର
ରାଜ୍ୟରେ ସ୍ବାସ୍ଥ୍ୟସେବାରୁ କେହି ବଞ୍ଚିତ ହେବେନି ଏଭଳି ଡେଙ୍ଗୁରା ପିଟୁଛନ୍ତି ରାଜ୍ୟ ସରକାର । ମାତ୍ର ମୟୂରଭଞ୍ଜ ଜିଲ୍ଲାର ଶେଷ ସୀମାନ୍ତରେ ଥିବା ରରୁଆଁ ପଞ୍ଚାୟତର ଚିତ୍ର ଅଲଗା । ଏଠାରେ ଚାରି ଚାରିଟି ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଜଣେ ମାତ୍ର ଡାକ୍ତର ? ଏଭଳି ପରିସ୍ଥିତିରେ କେମିତି ହେବ ରୋଗୀସେବା ।
#Mayurbhanj #medical #problem #doctor #Odisha #ArgusNews