#ସରକାରଙ୍କ_ବିକାଶରେ_ଗାଁକୁ_ଯିବାକୁ_ନାହିଁ_ରାସ୍ତା
#କାଠଗଣ୍ଡି_ତାର_ଧରି_ନଦୀ_ପାର_ହେଉଛନ୍ତି_ଲୋକେ
ଫେଲ ମାରିଛି ବିଜୁ ସେତୁ ଯୋଜନା । ଦୁର୍ଗମ ଇଲାକାରେ ସ୍ବପ୍ନ ପାଲଟିଛି ଗମନା ଗମନ ବ୍ୟବସ୍ଥା । ବିକାଶ ଦେଖିବାକୁ ହେଲେ ଗାଁ ଲୋକଙ୍କୁ ନଦୀ ଉପର ଦେଇ କରିବାକୁ ପଡିଥାଏ ବିପଦ ପୂର୍ଣ୍ଣ ଯାତ୍ରା ।
#Kandhamal #bijusetu #RoadProblem #CMOOdisha #Odisha #ArgusNews