ଉଲ୍ଲାସ ଜେନା ହତ୍ୟା ମାମଲାକୁ ବିତିଲାଣି ୫ ବର୍ଷ । ହେଲେ ହତ୍ୟାକାରୀଙ୍କୁ ଧରିପାରୁନି ପୋଲିସ । ଉଲ୍ଲାସଙ୍କ ମା ବିଧାନସଭା ଆଗରେ ଆତ୍ମହୂତି ଉଦ୍ୟମ କଲେ। ହେଲେ ତାଙ୍କୁ ଜେଲରେ ପୁରାଇଦେଲା ପୋଲିସ କିନ୍ତୁ ତଦନ୍ତ କଲାନାହିଁ।
#UllasJenaDeathCase #pankapala #OdishaPolice #justice #CrimeBranch #Odisha #ArgusNews