#ଉଷୁନା_ଅରୁଆକୁ_ନେଇ_ପୁଣି_ବିଜେଡି_ବିଜେପି_ମୁହାଁମୁହିଁ
ରାଜ୍ୟସଭାରେ ବିଜେଡି ସାଂସଦ ରାଜ୍ୟର ବଳକା ଉଷୁନା ଚାଉଳ କିଣିବାକୁ ଦାବି କରିବା ପରେ ବିଜେପିର ପାଲଟା ଆକ୍ରମଣ । କହିଲେ, ଚାଷୀ ନୁହେଁ ବରଂ ମିଲରଙ୍କ ସ୍ବାର୍ଥରେ ଉଷୁନା କିଣିବାକୁ ଦାବି କରୁଛି ବିଡେଡି ।
#Usuna #arua #BJP #BJD #rice #farmers #RajyaSabha #milars #Odisha #ArgusNews