#କାହାର_ସ୍ବାର୍ଥ_ପାଇଁ_କେନ୍ଦ୍ରମନ୍ତ୍ରୀଙ୍କ_ପାଖରେ_ଦାବି
#ବିଜେଡିର_ଚିନ୍ତା_କାହା_ପାଇଁ_ଚାଷୀଙ୍କ_ପାଇଁ_ନା_ମିଲରଙ୍କ_ପାଇଁ
ଉଷୁନା ବାହାନା, ମିଲର ଚିନ୍ତା । ମିଲରଙ୍କ ଗୋଦାମରେ ଥିବା ଉଷୁନା ଚାଉଳକୁ ଏଫସିଆଇକୁ କିଣିବାକୁ ଦାବି କରିଛି ବିଜେଡି । ପିୟୁଷ ଗୋଏଲଙ୍କୁ ବିଜେଡି ସାଂସଦ ଭେଟି ଦାବିପତ୍ର ଦେବା ପରେ ଉଠିଛି ବଡ ପ୍ରଶ୍ନ । କି, ବିଜେଡିର ଚିନ୍ତା ଚାଷୀଙ୍କ ପାଇଁ ନା ମିଲରଙ୍କ ପାଇଁ? । ସେପଟେ ବିଜେପି କହିଛି, ଚାଉଳ ପ୍ରସଙ୍ଗ ଉଠାଇ ଚାଷୀଙ୍କୁ ଭ୍ରମିତ କରୁଛନ୍ତି ରାଜ୍ୟ ସରକାର
#UsunaRice #BJD #UnionMinister #PiyushGoyal #Odisha #ArgusNews