କେବେ ଏଭଳି ପରିସ୍ଥିତି ଆସିବ ବୋଲି ଭାବିନଥିଲୁ । ଶେଷରେ ଋଣ ସୁଝିବାକୁ ବେଶ୍ୟାବୃତ୍ତି କରିବାକୁ ପଡିବ। ,ଭଳି କହି କହି କିଛି ମହିଳା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆମକୁ ନ୍ୟାୟ ଦିଅନ୍ତୁ ବୋଲି ଗୁହାରି କରିଛନ୍ତି। ଏ ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ।
#malkangiri #Woman #Protest #MoneyLoan #Odisha #ArgusNews