ଗୋଟିଏ ସମୟ ଥିଲା ଆମର 23 ପ୍ରତିଶତ ଉପରେ ସଂକ୍ରମଣ ହାର ରହୁଥିଲା । । ସେତେବେଳେ ଟେଷ୍ଟିଂ ମଧ୍ୟ କମ ଥିଲା ଏବେ ଆମେ ଟେଷ୍ଟିଂକୁ ଗୁରୁତ୍ୱ ଦେଇ ଏହାକୁ ବଢ଼ାଇଛୁ । ସଂକ୍ରମଣ ହାର ଏପରି କମିବା ବହୁତ ଭଲ ଲକ୍ଷଣ । ଏଇ ମାସ ଶେଷ ସୁଦ୍ଧା ଆମେ ଭଲ ସ୍ଥିତିରେ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର
#ArgusNews #Odisha #NewsChannel #ArgusNewsTV #Odisha_Positive #Covid19