#ଏକତରଫା_ବିଜଯ_ୟାତ୍ରାରେ_ବିଜେଡି
ଚଳିତ ପଞ୍ଚାୟତ ନିର୍ବାଚନରେ କାହିଁକି ଏମିତି ଫଳାଫଳ ?
ବିରୋଧୀ ଏତେ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିବା ପଛରେ ରହିଛି କି କାରଣ ?
କେଉଁ ରଣନୀତି ଶାସକ ଦଳକୁ ଏକତରଫା ବିଜୟ ଦେଲା ?
ସୁରକ୍ଷିତ ପକ୍କା ଘର ନ ଦେଇ ପକ୍କା ଘର ମରାମତି ନାଁରେ 5000 ଓ 3000 ଟଙ୍କା ବାଣ୍ଟିବା, କୋଭିଡ ସହାୟତା ନାଁରେ 1000 ଟଙ୍କା ଲେଖାଏଁ ବାଣ୍ଟିବା ଭଳି ସ୍କିମ ତୃଣମୂଳ ସ୍ତରର ଭୋଟ ବ୍ୟାଙ୍କ କୁ ବହୁ ମାତ୍ରାରେ ପ୍ରଭାବିତ କଲା ବୋଲି କୁହାଯାଉଛି ।
#PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews