#ଏକତରଫା_ପ୍ରେମରେ_ବଳି_ପଡିଲା_ଭାଇ
ମେ 24 ରେ ହୋଇଥିବା ଏକ ହତ୍ୟାକାଣ୍ଦେଢ ମାସ ପରେ ମୃତ୍ୟୁରୁ ହଟିଛି ରହସ୍ୟ। ସିସି ଟିଭି ଭିଜୁଆଲ ଯାଞ୍ଚ ପରେ ହତ୍ୟାକାଣ୍ଡ ଉପରୁ ପରଦା ଉଠିଛି। ମେ 24 ତାରିଖ ରାତି 11 ଟାରେ ଘଟିଥିଲା ଏହି ହତ୍ୟାକାଣ୍ଡ ।
#ArgusNews #Odisha #ArgusNewsTv #Bhubaneswar #MurderCase