ଏସସିବି କାର୍ଡ଼ିୟୋଥୋରାସିସ୍ ବିଭାଗର ଏକମୋ ୟୁନିଟରେ ଭର୍ତ୍ତି ହେଲେ ପ୍ରଥମ ରୋଗୀ ନିଶ୍ଚିନ୍ତକୋଇଲିର ଅନ୍ନପୂର୍ଣା ନାୟକ । ଜୁଲାଇ ୧୪ ରୁ ଅନ୍ନପୂର୍ଣା କୋଭିଡରେ ଆକ୍ରାନ୍ତ ହୋଇ ଏସସିବି କୋଭିଡ଼ ୱାର୍ଡରେ ଚିକିତ୍ସିତ ହୋଇଆସୁଥିଲେ । ତାଙ୍କ ଅବସ୍ଥା ଅତି ସଂକଟାପର୍ଣ୍ଣ ହୋଇଯିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।
#Cuttack #SCB #medical #ECMO #COVID19 #FirstCase #Odisha #ArgusNews