ମୟୁରଭଞ୍ଜ ଜିଲ୍ଲା, ଠାକୁରମୁଣ୍ଡା ବ୍ଲକ ସାତକୋଶିଆଠାରେ କେନ୍ଦ୍ରରାଷ୍ଟ୍ର, ଜନଜାତି ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ କରକମଳରେ, କରଞ୍ଜିଆ ବିଧୟିକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ଏବଂ ପୂର୍ବତନ ବିଧାୟକ ପଦ୍ମଚରଣ ହାଇବ୍ରୁଙ୍କ ଦ୍ୱାରା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଭିତ୍ତିପ୍ରସ୍ତ ସ୍ଥାପନ ହୋଇଯାଇଛି
#Mayurbhanja #ModelSchool #layingfoundation #CentralMinister #ArgusNews #Odisha