#ଫୁଲୁରୀ_ତେଲ_ଲାଗି_ହେବା_ପରେ_ଧୀରେ_ଧୀରେ_ସୁସ୍ଥ_ହେଉଛନ୍ତି_ଶ୍ରୀଜିଉ
ଦଶମୀ ତିଥିରେ ରାଜବୈଦ୍ୟଙ୍କ ଦ୍ବାରା ଦଶମୂଳ ଔଷଧ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯାଇଛି । ଫଣଫଣା, କୃଷ୍ଣପର୍ଣ୍ଣି, କୃଷ୍ଣଚୂଡା, ବେଲଛେଲି, ଲବଙ୍ଗ, ଖୁଆ, ଆଦି ବିଭିର୍ଣ୍ଣ ଦ୍ରବ୍ୟକୁ ମିଶାଯାଇ ଏହି ଔଷଧ ପ୍ରସ୍ତୁତ ହୋଇଛି। ଏକଦଶୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ଏହି ଦଶମୂଳ ମୋଦକ। ଦଶମୂଳ ମୋଦକ ଖାଇବା ପରେ ଶ୍ରୀଜିଉ ସମ୍ପୂର୍ଣ ସୁସ୍ଥ ହେବାର ପରମ୍ପରା ରହିଛି।
#ArgusNews #ArgusNewsTV #Odisha #Puri #ShreeJaganatha #DasamulaModaka