#ଏକା_ସାଙ୍ଗରେ_ଜଳିଲା_ଦମ୍ପତ୍ତିଙ୍କ_ଯୁଇ !
ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଡା ପଞ୍ଚାୟତ ଅଧିନ ହଳିସୋ ଗାଁରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଏକା ସାଙ୍ଗରେ ଜଳିଲା ଦମ୍ପତ୍ତିଙ୍କ ଯୁଇ l ଏହି ଗାଁର ନାରାୟଣ ବିଶ୍ୱାଳ ଜଣେ ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ତାଙ୍କର ପୁଅ ପର୍ଶୁରାମ ଓ ବୋହୂ କବିତାଙ୍କର ଗୋଟିଏ ଦିନରେ ଚାଲିଯାଇଛି ଜୀବନ
#ArgusNews #Odisha #ArgusNewsTV #Balasore #CoupleSetonFire #Simulia