ରାଜଧାନୀର ଭରତପୁର ଥାନା ତାରିଣୀ ବସ୍ତିର ସୁରେଖା ମୃତ୍ୟୁ ମାମଲା । ମୃତ୍ୟୁ ପଛରେ ହତ୍ୟା ନୁହେଁ ବରଂ ଆତ୍ମହତ୍ୟା । ଅଭିଯୁକ୍ତ ବଖାଣିଲେ ସୁରେଖାର ଶେଷ ରାତିର କାହାଣୀ । ଏକ ତରଫା ପ୍ରେମ ପାଇଁ ଗଲା ଯୁବତୀଙ୍କ ଜୀବନ ।
#Bhubaneswar #Bharatpur #Deathcase #Surekhapalei #LoveCase #Odisha #ArgusNews