#ମହିଳାଙ୍କୁ_ପ୍ରେମ_କରିବା_ପଡିଲା_ମହଙ୍ଗା
ଏକ ତରଫା ପ୍ରେମ ପାଇଁ ପ୍ରେମିକକୁ ନିର୍ଧୁମ ଛେଚା। ଜଣେ ବିବାହିତା ମହିଳା ଙ୍କୁ Facebookରେ ପ୍ରେମ କଲେ ଜଣେ ଯୁବକ । ପ୍ରେମ ପାଗଳ ଯୁବକ ଜଣକ ରାତାରାତି 40 କିଲୋମିଟର ଦୂରରୁ ମହିଳାଙ୍କ ନିକଟକୁ ଆସିଗଲେ, ହେଲେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହେବା ପୂର୍ବରୁ ଧରାପଡି ଯାଇଥିଲା ଏହି ପ୍ରେମ ପାଗଳ ଯୁବକ ଜଣକ ।
#Onesidedrelationship #onesidedlove #love #lovers #Odisha #ArgusNews