#ଏଠି_ବିକାଶ_ହୋଇଛି_ଜନ_ପ୍ରତିନିଧିଙ୍କର
ରାଜ୍ୟ ସରକାର ଟଙ୍କା ଖର୍ଚ୍ଚ କରୁଛନ୍ତି କାହାପାଇଁ ଆଉ ବିକାଶ ହେଉଛି ଆଉ କାହାର । ମାଲକାନଗିରି ବଣ୍ଡା ଆଦିବାସୀଙ୍କ ଗାଁର ସତ କାହାଣୀ ଦେଖିଲେ ଏହା ଆପଣ ସହଜରେ ଜାଣିପାରିବେ ।
#Malkangiri #bondatribe #Bondapeople #contractor #CMOOdisha #Odisha #ArgusNews