#ଏଣିକି_ଗାଁରୁ_ବି_ଉଠିବ_ଅଳିଆ
ଭାରତ ସରକାରଙ୍କ ସ୍ବଛ ଭାରତ ମିଶନ ଅନ୍ତର୍ଭୁକ୍ତ ଏଣିକି ସହରାଞ୍ଚଳ ପରି ଗ୍ରାମାଞ୍ଚଳରେ ମଧ୍ୟ ଘରକୁ ଘର ବୁଲି କରାଯିବ ଅଳିଆ ସଂଗ୍ରହ। ଗଞ୍ଜାମ ଜିଲ୍ଲାର ଖଲିକୋଟ ବ୍ଳକରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି ।
#ArgusNews #Odisha #Ganjam #Chhatrapur #BibhabYojana