ଏଣିକି ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ଆଉ ବିଚାରପତିଙ୍କୁ ମାଇ ଲର୍ଡ, ଇୟୋର ଲର୍ଡସିପ କିମ୍ବା ଇୟୋର ଅନର କହି ସମ୍ବୋଧନ କରିବାକୁ ପଡ଼ିବ ନାହିଁ । ମାମଲାର ଶୁଣାଣି ସମୟରେ ଆଇନଜୀବୀ ଓ ପକ୍ଷମାନେ ବିଚାରପତିଙ୍କୁ ସାର୍ ବୋଲି ଏଥରେ ସମ୍ବୋଧନ କରିବେ ।
#HighCourt #judges #SupremeCourt #Odisha #ArgusNews