#ରାଜ୍ୟରେ_ପୁରୁଣା_କୋଭିଡ_ଅଡିଟ୍_ଶେଷ
#ଏଣିକି_ଯେତିକି_ମୃତ୍ୟୁ_ଆସିବ_ତାହାକୁ_ଅଡିଟ_କରି_ଦିଆଯିବ_ରିପୋର୍ଟ
ରାଜ୍ୟରେ ୮୦୨୮ଜଣଙ୍କ ଜୀବନ ନେଇଛି ମହାମାରୀ। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୪୬୩ଜଣଙ୍କ ଜୀବନ ଯାଇଛି। କିଛିଦିନ ହେବ ୬୦ ଉପରେ ମୃତ୍ୟୁ ସଂଖ୍ୟା ରହୁଥିବା ବେଳେ ଏବେ ପୁଣି ହ୍ରାସ ପାଇଛି ଡେଥ ରେଟ। ତେବେ ତୃତୀୟ ଲହର ନଆସୁଣୁ ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି ଶିଶୁ ସଂକ୍ରମଣ।ପ୍ରଥମ ପର୍ଯ୍ୟାୟରେ ୧୨ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ବି ୧୨ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଛନ୍ତି।
#corona #death #Odisha #ArgusNews #coronavirus