#ଏଥର_ଗୋ_ମାଫିଆଙ୍କୁ_ବାନ୍ଧିବ_ତ_କମିସନରେଟ_ପୋଲିସ ?
CCTV ରେ ରେକର୍ଡ ହେଲା ଜୋର ଜବରଦସ୍ତ ଗାଈ ଓ ଷଣ୍ଢ କୁ ବାନ୍ଧି ନେଉଥିବାର ଦୃଶ୍ୟ । ଡୁମ ଡୁମା ଓ ହାଉସିଂ ବୋର୍ଡ କଲୋନୀ ଏରିଆ ରେ ଖୁଲମ ଖୁଲା ଦିନ ଦିପହରରେ ଏଭଳି ଚିତ୍ର ସମ୍ନାକୁ ଆସିବା ପରେ ଚିହ୍ନଟ ବ୍ୟକ୍ତିଙ୍କ ଉପରେ ପୋଲିସ କି କର୍ଯ୍ୟନୁଷ୍ଠାନ ନେଉଛି ଅପେକ୍ଷା ? ଆସନ୍ତା କାଲି ଏ ନେଇ କିଛି ହିନ୍ଦୁ ସଂଗଠନ ଖଣ୍ଡଗିରି ଥାନା ରେ ଅଭିଯୋଗ ହେବା ନେଇ ମିଳୁଛି ସୂଚନା
#ArgusNews #Odisha #ArgusNewsTV #Bhubaneswar #Khandagiri #Go_Mafia #CCTV #commissionratepolice