ଭଦ୍ରକ ଜିଲ୍ଲାରେ ବିଜେପି କର୍ମୀ ଶୁଭାଶିଷ ଗିରିଙ୍କୁ ବିଜେଡି ଗୁଣ୍ଡାମାନେ ପିଟି ପିଟି ମାରି ଦେଇଥିବା ଅଭିଯୋଗ। ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ ହେଇ ବସିଛି । ଏଥିରେ ବିଧାୟକଙ୍କ ସମ୍ପୃକ୍ତି ଅଛି କି ନାହିଁ ତଦନ୍ତ ସାପେକ୍ଷ !
#Bhadrak #BJP #BJD #allegedly #beaten #Odisha #ArgusNews