ଏନ୍ସିବି ଜାଲରେ ଷ୍ଟାରକିଡ୍ । ଡଗ୍ସ ନେଉଥିବା ଅଭିଯୋଗରେ ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନ୍ଙ୍କ ପୁଅ ଅଟକ। ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁର ହାବୁଡ଼ରେ ପଡ଼ିଛନ୍ତି ଆର୍ଯ୍ୟନ ଖାନ୍। ତେବେ ଏନସିବି ତାଙ୍କୁ ଗିରଫ କରିନି, ବର୍ତ୍ତମାନ ଅଟକ ରଖି ପଚରାଉଚରା କରୁଛି।
#Drugs #AryanKhan #drugdealing #Arrest #interrogation #NCB #Odisha #ArgusNews