ଥମୁନି ମାତୃ ମୃତ୍ୟୁହାର ଭଳି ଘଟଣା । ଉପାନ୍ତ ନୁହେଁ ବରଂ ଉପକୂଳ ଓଡ଼ିଶା ରେ ଦେଖିବାକୁ ମିଳିଛି । ଅନେକ ସମୟରେ ଡାକ୍ତର କିମ୍ବା ନର୍ସଙ୍କ ଅବେହେଳା ପାଇଁ ଏଭଳି ଘଟଣା ସାମ୍ନାକୁ ଆସୁଛି । ଚିକିତ୍ସାରେ ଅବହେଳା ଯୋଗୁ ଆଜି ଜଣେ ମହିଳା ଗର୍ଭପାତ ପରେ ଆଖି ବୁଜିଛନ୍ତି ।
#fmmedicalcollege #Balasore #ArgusNews #Odisha